ଆଠଗଡ ବ୍ଲକ କୁମାର ପୁର ରେ ରାଜନୈତିକ ହିଂସା , Cuttack

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପୁଅକୁ ଭୋଟ ନ ଦେବାରୁ ଜନଜାତି ବସ୍ତିରେ ୧୨ ଘରେ ନିଆଁ ଲଗାଇ ଦେଲେ। ୭ ଜଣ ଆହତ ବାଇକ ପୋଡିଲେ ଟିଭି ଫ୍ୟାନ ଟଙ୍କା ଲୁଟିଲେ ଘର ଭାଙ୍ଗିଲେ ଘଟଣା ସ୍ଥଳରେ ପୋଲିସ ମୃତୟନ  ଆଠଗଡ ଉପଜିଲ୍ଲାପାଳ ତହସିଲଦାର ଗ୍ରାମରେ ଶାନ୍ତି ଫେରାଇବା ପାଇଁ ଉଦ୍ୟମ ।

2 12 300x169 ଆଠଗଡ ବ୍ଲକ କୁମାର ପୁର ରେ ରାଜନୈତିକ ହିଂସା , Cuttack 1 13 300x169 ଆଠଗଡ ବ୍ଲକ କୁମାର ପୁର ରେ ରାଜନୈତିକ ହିଂସା , Cuttack