ଆନ୍ତର୍ଜାତିକ ବିହନ ଦିବସ ଉପଲକ୍ଷେ ଏକ ସଚେତନତା ଶିବିର ଅନୁଷ୍ଠିତ- ବରପାଲି

ବରପାଲି : ଅର୍ଗାନିକ ଫାର୍ମିଙ୍ଗ ର ପ୍ରଚାର ପ୍ରସାର ଉପରେ ଆଜି ଆନ୍ତର୍ଜାତିକ ବିହନ ଦିବସ ଉପଲକ୍ଷେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ଏ ଉତ୍ସବ ରେ ସ୍ଥାନୀୟ ଲୋକସଭା ସଦସ୍ୟ ଡ଼. ପ୍ରଭାସ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ତାଙ୍କ ସହ ସମ୍ମାନିତ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଳ ଓ ଗୁରୁ ଘାସିରାମ ମିଶ୍ର ଯୋଗ ଦେଇଥିଲେ  ଏ ଉତ୍ସବ ରେ ମୁଖ୍ୟ ଅତିଥି ଲୋକମାନଙ୍କୁ ଅର୍ଗାନିକ ଫାର୍ମିଙ୍ଗ ଉପରେ ବିଶେଷ ଧ୍ୟାନ ଦେଇ ଚାଷ କରିବାକୁ ଉତ୍ସାହିତ କରିଥିଲେ |

18118553 1902196556723104 7410435185970303205 n 300x169 ଆନ୍ତର୍ଜାତିକ ବିହନ ଦିବସ ଉପଲକ୍ଷେ ଏକ ସଚେତନତା ଶିବିର ଅନୁଷ୍ଠିତ  ବରପାଲି 18119463 1902196436723116 908230444649164449 n 300x169 ଆନ୍ତର୍ଜାତିକ ବିହନ ଦିବସ ଉପଲକ୍ଷେ ଏକ ସଚେତନତା ଶିବିର ଅନୁଷ୍ଠିତ  ବରପାଲି 18157908 1902196926723067 668440805205135012 n 300x169 ଆନ୍ତର୍ଜାତିକ ବିହନ ଦିବସ ଉପଲକ୍ଷେ ଏକ ସଚେତନତା ଶିବିର ଅନୁଷ୍ଠିତ  ବରପାଲି