କଲେଜ ଛାତ୍ରୀଙ୍କ ଉପରେ ଦଶ ଚକିଆ ଟ୍ରକ୍ ଚଢିଯିବାରୁ ଗୁରୁତର ଆହତ-ଆଠଗଡ

4 300x171 କଲେଜ ଛାତ୍ରୀଙ୍କ ଉପରେ ଦଶ ଚକିଆ ଟ୍ରକ୍ ଚଢିଯିବାରୁ ଗୁରୁତର ଆହତ ଆଠଗଡଆଠଗଡ ବ୍ଲକ ଅନନ୍ତପୁର ପଞ୍ଚାୟତ ବ୍ରହ୍ମପୁର ଛକ ନିକଟରେ କଲେଜ ଛାତ୍ରୀଙ୍କ ଉପରେ ଦଶ ଚକିଆ ଟ୍ରକ୍ ଚଢିଯିବାରୁ ଗୁରୁତର ଆହତ ହୋଇ ପ୍ରଥମେ ବ୍ରହ୍ମପୁର ଡାକ୍ତରଖାନା ପରେ ଅବସ୍ଥା ସଂଙ୍କଟାପର୍ଣ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା କୁ ରେଫର କରାଯାଇଛି । ଛାତ୍ରୀ ଜଣଙ୍କ ଗଜାମ୍ବ ଗ୍ରାମର କାହ୍ନୁ ଚରଣ ସାହୁଙ୍କ ଝିଅ ସରସ୍ବତୀ ସାହୁ କଲେଜରୁ ଫେରୁଥିବା ବେଳେ ଅଘଟଣ। ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଟ୍ରକ ଅଟକି ରହୁଥିବାରୁ ଏଭଳି ଘଟଣା ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।