କାଋଗିଲ ଯୁଦ୍ଧର ବୀର ଯବାନ ଶ୍ରୀ ପ୍ରଭାକର ପାତ୍ର ଗତକାଲି 52 ବର୍ଷ ବୟସରେ ପରଳୋକ

21272339 1143292935815513 1786962903735457287 n 225x300 କାଋଗିଲ ଯୁଦ୍ଧର ବୀର ଯବାନ ଶ୍ରୀ ପ୍ରଭାକର ପାତ୍ର ଗତକାଲି 52 ବର୍ଷ ବୟସରେ ପରଳୋକକେନ୍ଦୁଝର : କାଋଗିଲ ଯୁଦ୍ଧର ବୀର ଯବାନ ଶ୍ରୀ ପ୍ରଭାକର ପାତ୍ର ଗତକାଲି 52 ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । କାରଗିଲ ଯୁଦ୍ଧରେ ଶତୃ ସହିତ ଲଢେଇ କରି ସେ ତାଙ୍କର ଗୋଟିଏ ଆଖି ହରେଇଥିଲେ । କେନ୍ଦୁଝର ସଦର ବ୍ଲକ ନରଣପୁର ଗ୍ରାମପଞ୍ଚାୟତର ବଡବିଲ ଗ୍ରାମର ଏଇ ବୀର ଯବାନ କିଛି ଦିନ ହେବ ଅସୁସ୍ଥ ଥିଲେ ଏବଂ ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିସ୍ତ୍ଚିତ ହେଉଥିଲେ ଗତ ଗୁରବାର ଦିନ ଡାକ୍ତରଙ୍କ କହିବା ଅନୁସାରେ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ପରଳୋକ ଘଟିଥିଲା । ଆଜି ତାଙ୍କର ମର ଶରୀର ତାଙ୍କ ଗ୍ରାମ ବଡବିଲରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପାଦନ କରାଯାଇଥିଲା ।