ଟ୍ରକ ସହ ମୋଟର ସାଇକେଲ ର ମୁହାଁମୁହିଁ ଧକ୍କା-୨ ଗୁରୁତର

ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଘଣ୍ଟିଖାଲ ଗଡା ନିକଟରେ ଟ୍ରକ ସହ ମୋଟର ସାଇକେଲ ର ମୁହାଁମୁହିଁ ଧକ୍କା ୨ ଗୁରୁତର କଟକ ବଡ ମେଡିକାଲ ରେଫର। ଗୁରୁତରଙ୍କ ପରିଚୟ ମିଳି ନଥିବା ବେଳେ ସେ ଦୁଇଜଣ ସ୍ବାମୀ ସ୍ତ୍ରୀ ଏବଂ ତାଙ୍କ ଘର ଛେଣ୍ଡିପଦା ବୋଲି ଜଣା ପଡିଛି ।