ପାଟଣାଗଡ ରୋଡ୍ ରେ ପଥର୍ ଚେପା ସ୍ଥିତ ବି.ସି ଜେନା ସ୍ମାରକୀ ଭିନ୍ନକ୍ଷମ ସେବାକେନ୍ଦ୍ର ରେ ଜଣେ ମୂକ-ବଧିର ଯୁବତୀଙ୍କ ଅର୍ଦ୍ଧଦଗ୍ଧ ଶବ

ପାଟଣାଗଡ ରୋଡ୍ ରେ ପଥର୍ ଚେପା ସ୍ଥିତ ବି.ସି ଜେନା ସ୍ମାରକୀ ଭିନ୍ନକ୍ଷମ ସେବାକେନ୍ଦ୍ର ରେ ଜଣେ ମୂକ-ବଧିର ଯୁବତୀଙ୍କ ଅର୍ଦ୍ଧଦଗ୍ଧ ଶବ ମିଳିବା ଘଟଣା ସମାଜବାସୀଙ୍କୁ ସ୍ତବ୍ଧ କରି ଦେଇଛି ।ଗୋଟିଏ ଦିବ୍ୟାଙ୍ଗ ଯୁବତୀ ଶାରିରୀକ ଓ ମାନସୀକ ନିର୍ଯାତନା ଭୋଗୀ ମୃତ୍ୟୁବରଣ କରିବା ଏ ସଭ୍ୟସମାଜ ପାଇଁ ନିଶ୍ଚିତଭାବେ ଲଜ୍ଜାଜନକ ।