ବଜ୍ରପାତ ରେ ଦୁଇ ଆହାତ- ଆଠଗଡ

ଆଜି ଅପରାହ୍ନ ରେ ଆଠଗଡ ଅଞ୍ଚଳରେ ଘଡଘଡି ସହିତ ବର୍ଷା ଆଠଗଡ ବ୍ଲକ କୁଲାଇଲୋ ପଞ୍ଚାୟତ ର କୁଲାଇଲ ଗ୍ରାମର ଦୁଇ ଚାଷି ବିଲରେ କାମ କରୁଥିବା ବେଳେ ବଜ୍ରପାତ ରେ ଗୁରୁତର ଆହତ ହୋଇ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି । ଦୁଇ ଗୁରୁତର ହେଲେ ଧୋବା ସାହିର ପ୍ରଫୁଲ ସେଠି ୫୫ ବେହେରା ସାହିର ରାଜିବ ପରିଡା ୫୭ ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥା ରେ ସୁଧାର ଆସିଥିବା ଡାକ୍ତର ପ୍ରକାଶ କରିଛନ୍ତି ।