ବିବେକାନନ୍ଦ ଇଣ୍ଟେରନେଶନାଲ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ -ବେଲପାହାଡ

ବେଲପାହାଡ : ବିବେକାନନ୍ଦ ଇଣ୍ଟେରନେଶନାଲ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |

ଏ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଶ୍ରୀ କିଶୋର ମହାନ୍ତି , ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ଲୋକ ସଭା ସଦସ୍ୟ ଡ଼. ପ୍ରଭାସ କୁମାର ସିଂ ଯୋଗ ଦେଇ ଥିଲେ |

Leave a Reply