ଶ୍ରୀମନ୍ଦିର ପରିସରରେ ଜଣେ ପର୍ଯ୍ୟଟକ ମୃତ, ପୁରୀ

ପୁରୀ : ଶ୍ରୀମନ୍ଦିର ପରିସରରେ କୋଲକାତାର ଚୌଧୁରୀ ଲେନର ସୁରଜିତ ମଲ୍ଲିକ ନାମକ ଜଣେ ପର୍ଯ୍ୟଟକ ମନ୍ଦିର ଦର୍ଶନ କରି ଫେରିବା ସମୟରେ ହଠାତ ପଡ଼ିଗଲେ। ତାଙ୍କୁ ଗୁରୁତ୍ତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Leave a Reply