୨୨ଟି ସ୍କୁଲ୍‌ରେ ଗୋଟିଏ ବି ପିଲା ପାସ୍ କରି ନାହାନ୍ତି-ମାଟ୍ରିକ ପରୀକ୍ଷା ଫଳ

କଟକ: ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ମୋଟ ୮୫.୨୮% ପିଲା ପାସ୍ କରିଛନ୍ତି। କିନ୍ତୁ ୨୨ଟି ସ୍କୁଲ୍‌ରେ ଗୋଟିଏ ବି ପିଲା ପାସ୍ କରି ନାହାନ୍ତି। ଅନ୍ୟ ପକ୍ଷରେ ୭୪୮ ସ୍କୁଲ୍‌ରେ ଶତପ୍ରତିଶତ ପିଲା ପାସ୍ କରିଛନ୍ତି।