୫୫ ନମ୍ବର ଜାତୀୟ ରାଜପଥ କପୁରସିଂ ନିକଟରେ ଦୁର୍ଘଟଣା-ବାଇକ ଆରୋହୀ ମୃତ

୫୫ ନମ୍ବର ଜାତୀୟ ରାଜପଥ କପୁରସିଂ ନିକଟରେ ଦୁର୍ଘଟଣା । ଏକ ମେଣ୍ଟାଲ ବୋଝେଇ ଟ୍ରକ ଚାପିଦେଲା ମୋଟର ସାଇକେଲ ଆରୋହୀକୁ  | ଘଟଣା ସ୍ଥଳରେ ବାଇକ ଆରୋହୀ ମୃତ । ମୃତକଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣା ଘଟାଇ ଟ୍ରକ୍ ଡ୍ରାଇଭର ଫେରାର । ୧୦୮ ଆମ୍ବୁଲାନସ ସହାୟତାରେ ମୃତ ଶରୀରକୁ କଟକ ବଡ ମେଡିକାଲ ନିଆଯାଇଛି