BJP ରାଜ୍ୟ ସଭାପତି ଏବଂ ବରିଷ୍ଠ ନେତା ଭଦ୍ରକଦଙ୍ଗା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ

ଆଜି ରାଜ୍ୟ ସଭାପତି “#ଶ୍ରୀଯୁକ୍ତବସନ୍ତପଣ୍ଡା” ଏବଂ ବରିଷ୍ଠ ନେତା ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସହ ଉପସଭାପତି ଶ୍ରୀଯୁକ୍ତ ବିଷ୍ଣୁ ସେଠ୍ହୀ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବଦ୍ରି ଧଳ , ବରିଷ୍ଠ ନେତା ଶ୍ରୀଯୁକ୍ତ ମନମୋହନ ସାମଲ ପ୍ରମୁଖ #ଭଦ୍ରକଦଙ୍ଗା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ ସହ ଲୋକଙ୍କ ସହ ଆଲୋଚନା କରିଥିଲେ।