Education

ଛାତ୍ର ଉତ୍ତେଜନା ଯୋଗୁଁ ବାଣୀବିହାରକୁ ସାଇନ-ଏ-ଡାଏ ଘୋଷଣା-ଛାତ୍ର ସଂସଦ ନିର୍ବାଚନ ବାତିଲ

ଭୁବନେଶ୍ୱର: ଛାତ୍ର ଉତ୍ତେଜନା ଯୋଗୁଁ ବାଣୀବିହାରକୁ ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଏହାସହ ଛାତ୍ର ସଂସଦ ନିର୍ବାଚନକୁ ମଧ୍ୟ ବାତିଲ କରି ଦିଆଯାଇଛି। ଆଜି ସନ୍ଧ୍ୟା ୬ଟା ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ  ଛାତ୍ରଛାତ୍ରୀଙ୍କୁ [...]

ବିଦ୍ୟାଳୟରେ ଗଣେଶ ପୂଜା ପାଇଁ ୫୦ ଟଙ୍କା ଲେଖାଏଁ ଚାନ୍ଦା ଆଦାୟ-ପିଲାମାନେ ସ୍କୁଲ ଆସି ନିରାଶ-ମୁନିଗୁଡ଼ା

ରାୟଗଡ଼ା:  ଆଜି ବିଘ୍ନବିନାଶକଙ୍କ ପୂଜା ଉତ୍ସବ ସବୁ ଶିକ୍ଷାନୁଷ୍ଠାନରେ ଧୂମ୍‌ଧାମରେ ପାଳନ କରାଯାଉଛି। ହେଲେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ପଣ୍ଡ୍ରାମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ର|ଥମିକ ବିଦ୍ୟାଳୟରେ ଗଣେଶ ପୂଜା ହୋଇନି। [...]

ତୃତୀୟ ଦିନରେ ପହଞ୍ଚିଲା ଶିକ୍ଷକଙ୍କ ଆନ୍ଦୋଳନ-ଭୁବନେଶ୍ୱର

ଭୁବନେଶ୍ୱର: ତୃତୀୟ ଦିନରେ ପହଞ୍ଚିଲା ଶିକ୍ଷକଙ୍କ ଆନ୍ଦୋଳନ। ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣାରେ ବସିଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ। ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ଓ ସ୍ଥାୟୀ ନିଯୁକ୍ତି ଦାବିରେ ସ୍କୁଲ୍ ଓ [...]

ପ୍ରାଥମିକ ଶିକ୍ଷାରେ ସଂସ୍କାର। ପୁଣି ଫେରିବ ପାସ୍ ଫେଲ୍‌ ବ୍ୟବସ୍ଥା-ନୂଆଦିଲ୍ଲୀ

ନୂଆଦିଲ୍ଲୀ: ପ୍ରାଥମିକ ଶିକ୍ଷାରେ ସଂସ୍କାର। ପୁଣି ଫେରିବ ପାସ୍ ଫେଲ୍‌ ବ୍ୟବସ୍ଥା । ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀରେ ଏହି ନିୟମ ଲାଗୁ ହେବ।  ଏହି ଦୁଇଟି ଶ୍ରେଣୀରେ ଏଣିକି ପରୀକ୍ଷା [...]