Travel

ନନ୍ଦନକାନନ ଆସିବ ଆନାକୋଣ୍ଡା-ଲମ୍ବ ୩.୩ରୁ ୪.୪ ମିଟର -ଓଜନ ୨୫ରୁ ୩୫ କେଜି

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ଆନାକୋଣ୍ଡା। ଆସନ୍ତା ଡିସେମ୍ବର ମାସରୁ ୨୦୧୮ ଜାନୁଆରି ମାସ ମଧ୍ୟରେ ଚେନ୍ନାଇ ଚିଡ଼ିଆଖାନାରୁ ନନ୍ଦନକାନନକୁ ଏକ ହଳଦିଆ ଆନାକୋଣ୍ଡା ଆଣିବାକୁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି। [...]

ଏପିଜେ ଅବଦୁଲ କଲାମଙ୍କ ନାମରେ ନାମିତ ରାଜ୍ୟର ଦ୍ୱିତୀୟ ପ୍ଲାନେଟୋରିୟମ୍‌ ଏବଂ ସାଇନ୍‌ସ ପାର୍କର ଲୋକାର୍ପଣ

ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ମହାନଗର ଗସ୍ତରେ ଆସି ବୁର୍ଲାରେ ବହୁ ପ୍ରତୀକ୍ଷିତ ଏପିଜେ ଅବଦୁଲ କଲାମଙ୍କ ନାମରେ ନାମିତ ରାଜ୍ୟର ଦ୍ୱିତୀୟ ପ୍ଲାନେଟୋରିୟମ୍‌ ଏବଂ ସାଇନ୍‌ସ ପାର୍କର ଲୋକାର୍ପଣ [...]

ବୁଲେଟ୍ ଟ୍ରେନ ପ୍ରୋଜେକ୍ଟ ପାଇଁ ଖର୍ଚ୍ଚ ହେବ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା-ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟର ଶିଳାନ୍ୟାସ

ଅହମ୍ମଦାବାଦ: ଦେଶର ବହୁ ପ୍ରତୀକ୍ଷିତ ବୁଲେଟ୍ ଟ୍ରେନ ପ୍ରୋଜେକ୍ଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆଜି  ଅହମ୍ମଦାବାଦରେ ଶିଳାନ୍ୟାସ କରିଛନ୍ତି। ଅହମ୍ମଦାବାଦରୁ ମୁମ୍ବାଇ ୫୦୮ [...]

୩ଟି ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ-ଗଛର ମାରୁତି ଭ୍ୟାନ ପିଟି ହେବା ଯୋଗୁଁ ଦୁର୍ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ

ସମ୍ବଲପୁର: ଆଜି ସକାଳୁ ୩ଟି ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର ବତେଗୁଡାରେ ଗଛରେ ମାରୁତି ଭ୍ୟାନ ପିଟି ହେବା ଯୋଗୁଁ ଦୁର୍ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହେବା ସହ ୨ଜଣ ଗୁରୁତର [...]

ମୋଟ ୯ଟି ଟ୍ରେନ୍‌ ୨୦ଟି ଟ୍ରେନ୍‌ର ସମୟସାରଣୀ ପରିବର୍ତ୍ତନ-ରେଳବାଇ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରେଲେୱ ଟ୍ରାକ୍‌ ମରାମତି ସାଙ୍ଗକୁ  ଷ୍ଟେସନ ଗୁଡ଼ିକର ଆଧୁନିକୀକରଣ ଚାଲିବ। ଓଡ଼ିଶା, ଆନ୍ଧ୍ର ଏବଂ ଛତିଶଗଡ଼ ରୁଟ୍‌ରେ ଏହି କାମ ଚାଲିବ। ଏନେଇ ପୂର୍ବତଟରେଳବାଇ ଏବଂ [...]