Women

ଆସନ୍ତା ୨୬ ତାରିଖରେ ‘ଶାରଳା ପୁରସ୍କାର’ ପ୍ରଦାନ କରାଯିବ -ଗୁରୁ ଡ. ଘାସିରାମ ମିଶ୍ରଙ୍କୁ ‘ଇଲା ପଣ୍ଡା ସଙ୍ଗୀତ ସମ୍ମାନ’

ଭୁବନେଶ୍ୱର: ବିଶିଷ୍ଟ ଲେଖିକା ବନଜ ଦେବୀ ୩୮ତମ ‘ଶାରଳା ପୁରସ୍କାର’ ପାଇବା ପାଇଁ ମନୋନୀତ ହୋଇଛନ୍ତି।  ‘କାଠପୁଅ’ ଗଳ୍ପ ସଙ୍କଳନ ନିମନ୍ତେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଗତକାଲି ସନ୍ଧ୍ୟାରେ [...]

ସ୍ପେଶାଲ ଟ୍ରାଇବାଲ ଡେଭଲପମେଣ୍ଟ କାଉନସିଲ ଗଠନ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ସ୍ପେଶାଲ ଟ୍ରାଇବାଲ ଡେଭଲପମେଣ୍ଟ କାଉନସିଲ ଗଠନ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ୯ଟି ଜିଲ୍ଲାରେ ଗଠନ ହେବ ‘ଆଦିବାସୀ ଉନ୍ନୟନ ପରିଷଦ’। ମୟୂରଭଂଜ, କେନ୍ଦୁଝର, [...]

ମହିଳା ଆରଆଇଙ୍କୁ ମାଡ ମାରିଲେ ମହିଳା ଓକିଲ-ସମ୍ବଲପୁର

ସମ୍ବଲପୁର: ମହିଳା ଆରଆଇଙ୍କୁ ମାଡ ମାରିଲେ ମହିଳା ଓକିଲ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ । ସୂଚନା ଅନୁଯାୟୀ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ [...]

ବଜ୍ରପାତ ରେ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର ହୋଇ ଆଠଗଡ ଡାକ୍ତରଖାନା ରେ ଭର୍ତ୍ତି

ଆଜି ଅପରାହ୍ନ ରେ ଆଠଗଡ ଅଞ୍ଚଳରେ ଘଡଘଡି ସହିତ ପ୍ରବଳ ବର୍ଷା । ଦୀର୍ଘ ଦୁଇଘଣ୍ଟା ଧରି ଘଡଘଡି ବର୍ଷା ଫଳରେ ବଜ୍ରପାତ ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ [...]

ଗର୍ଭବତୀ ମହିଳା ଭାରରେ ବୁହା ହେବା ଘଟଣା ଚର୍ଚ୍ଚାର ବିଷୟ-ଡାକ୍ତର ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତା

କଲ୍ୟାଣସିଂହପୁର ବ୍ଲକର ଦୁର୍ଗମ କରପା ପଞ୍ଚାୟତ ଅନ୍ତର୍ଗତ ସିଙ୍ଗାମୁଇ ଗ୍ରାମର ଆପ୍ପାରାଓ ହିକକାଙ୍କ ପତ୍ନୀ ୱାନୋ(୨୦) ୭ମାସ ଗର୍ଭବତୀ ହୋଇଥିବା ବେଳେ ଗତକାଲି ସକାଳେ ପେଟରେ ଯନ୍ତ୍ରଣା ହୋଇଥିଲା । ପତ୍ନୀର [...]

ମଦ କାରଖାନା ବନ୍ଦ କରିବା ନେଇ ଶତାଧିକ ଗ୍ରାମବାସୀ କାରଖାନା ଗେଟ ସମ୍ମୁଖରେ ଧାରଣା-ଆଠଗଡ

ଆଠଗଡ ବ୍ଲକ ରାଧାକିଶୋରପୁର ପଞ୍ଚାୟତ ମତ୍ସ୍ୟପୁର ଗ୍ରାମରେ ଉଦଘାଟନ ଅପେକ୍ଷାରେ ଥିବା ଏକ ମଦ କାରଖାନା କୁ ବନ୍ଦ କରିବା ନେଇ ଆଜି ଶତାଧିକ ଗ୍ରାମବାସୀ କାରଖାନା ଗେଟ ସମ୍ମୁଖରେ ଧାରଣାରେ [...]