Youth

ଏପିଜେ ଅବଦୁଲ କଲାମଙ୍କ ନାମରେ ନାମିତ ରାଜ୍ୟର ଦ୍ୱିତୀୟ ପ୍ଲାନେଟୋରିୟମ୍‌ ଏବଂ ସାଇନ୍‌ସ ପାର୍କର ଲୋକାର୍ପଣ

ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ମହାନଗର ଗସ୍ତରେ ଆସି ବୁର୍ଲାରେ ବହୁ ପ୍ରତୀକ୍ଷିତ ଏପିଜେ ଅବଦୁଲ କଲାମଙ୍କ ନାମରେ ନାମିତ ରାଜ୍ୟର ଦ୍ୱିତୀୟ ପ୍ଲାନେଟୋରିୟମ୍‌ ଏବଂ ସାଇନ୍‌ସ ପାର୍କର ଲୋକାର୍ପଣ [...]

ଛାତ୍ର ସଂସଦ ନିର୍ବାଚନ ବେଳେ ଭୋଟ୍‌ରଙ୍କୁ ଲାଞ୍ଚ ଦିଆଯାଉଥିବା ଅଭିଯୋଗ-ରମାଦେବୀ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଚାଲିଛି ଛାତ୍ର ସଂସଦ ନିର୍ବାଚନ। ତେବେ ଛାତ୍ର ସଂସଦ ନିର୍ବାଚନ ବେଳେ ଭୋଟ୍‌ରଙ୍କୁ ଲାଞ୍ଚ ଦିଆଯାଉଥିବା ଅଭିଯୋଗ ଆସିଛି। ରମାଦେବୀ ବିଶ୍ୱବିଦ୍ୟାଳୟରେ [...]

ଆସନ୍ତା ୨୬ ତାରିଖରେ ‘ଶାରଳା ପୁରସ୍କାର’ ପ୍ରଦାନ କରାଯିବ -ଗୁରୁ ଡ. ଘାସିରାମ ମିଶ୍ରଙ୍କୁ ‘ଇଲା ପଣ୍ଡା ସଙ୍ଗୀତ ସମ୍ମାନ’

ଭୁବନେଶ୍ୱର: ବିଶିଷ୍ଟ ଲେଖିକା ବନଜ ଦେବୀ ୩୮ତମ ‘ଶାରଳା ପୁରସ୍କାର’ ପାଇବା ପାଇଁ ମନୋନୀତ ହୋଇଛନ୍ତି।  ‘କାଠପୁଅ’ ଗଳ୍ପ ସଙ୍କଳନ ନିମନ୍ତେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଗତକାଲି ସନ୍ଧ୍ୟାରେ [...]

ସ୍ପେଶାଲ ଟ୍ରାଇବାଲ ଡେଭଲପମେଣ୍ଟ କାଉନସିଲ ଗଠନ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ସ୍ପେଶାଲ ଟ୍ରାଇବାଲ ଡେଭଲପମେଣ୍ଟ କାଉନସିଲ ଗଠନ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ୯ଟି ଜିଲ୍ଲାରେ ଗଠନ ହେବ ‘ଆଦିବାସୀ ଉନ୍ନୟନ ପରିଷଦ’। ମୟୂରଭଂଜ, କେନ୍ଦୁଝର, [...]

ଛାତ୍ର ଉତ୍ତେଜନା ଯୋଗୁଁ ବାଣୀବିହାରକୁ ସାଇନ-ଏ-ଡାଏ ଘୋଷଣା-ଛାତ୍ର ସଂସଦ ନିର୍ବାଚନ ବାତିଲ

ଭୁବନେଶ୍ୱର: ଛାତ୍ର ଉତ୍ତେଜନା ଯୋଗୁଁ ବାଣୀବିହାରକୁ ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଏହାସହ ଛାତ୍ର ସଂସଦ ନିର୍ବାଚନକୁ ମଧ୍ୟ ବାତିଲ କରି ଦିଆଯାଇଛି। ଆଜି ସନ୍ଧ୍ୟା ୬ଟା ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ  ଛାତ୍ରଛାତ୍ରୀଙ୍କୁ [...]

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ସଂଳାପକାର ତଥା ଗୀତିକାର ଡ. ସୁବୋଧ ପଟ୍ଟନାୟକଙ୍କ ୭୦ ବର୍ଷ ବୟସରେ ପରଲୋକ

କଟକ: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ସଂଳାପକାର ତଥା ଗୀତିକାର ଡ. ସୁବୋଧ ପଟ୍ଟନାୟକଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଖାନନଗର ସ୍ଥିତ ବାସଭବନରେ ଆଜି ସକାଳେ [...]